ଆଶ୍ରମରେ ବେଶ୍ୟାବୃତ୍ତି

ଢୋଙ୍ଗି ବାବା ନିରାଲା ମୋକ୍ଷ ରାସ୍ତାରେ ନେବାକୁ ପ୍ରତିଶ୍ରୁତି ଦେଇ ଶୀଷ୍ୟର ପତ୍ନୀ ସହ ଦୁଷ୍କର୍ମ କରୁଛି। ଶିଷ୍ୟାଙ୍କ ମାନସିକ ପୂରଣ ପାଇଁ ଆଶ୍ରିତ ରଖିବା ବାହାନାରେ ତା’ର ଇଜ୍ଜତ ଲୁଟୁଛି। ଏହି ଅପରାଧ ଭିତ୍ତିକ କାହାଣୀରେ ଅନ୍ଧଭକ୍ତଙ୍କ ସହ ଢୋଙ୍ଗି ବାବାର ସମ୍ପର୍କକୁ ନିଖୁଣ ଢଙ୍ଗରେ ପ୍ରଦର୍ଶନ କରାଯାଇଛି।

Feb 28, 2026 - 21:32
ଆଶ୍ରମରେ ବେଶ୍ୟାବୃତ୍ତି
Remix - Suv Bharat Times

ହଟ୍ ସେନସସେନ୍ ତ୍ରୀଧା ଚୌଧୂରୀ ଓରଫ୍ ବବିତା। ବେଶ୍ୟାବୃତ୍ତି ଛାଡି ବାବା ନିରାଲାଙ୍କ ଶିଷ୍ୟଙ୍କୁ ବିବାହ କରିଥିଲେ ବବିତା। ସ୍ୱାମୀ ଥିଲେ ଢୋଙ୍ଗି ବାବାର ଅନ୍ଧଭକ୍ତ। ଚଉଠୀ ରାତିରେ ପତ୍ନୀ ବବିତାଙ୍କୁ ବାବା ନିରାଲା ସହ ଶୋଇବାକୁ ଭେଟି ରୂପେ ପଠାଇ ଦେଲେ ସ୍ୱାମୀ। ଏମଏକ୍ସ ପ୍ଲେୟାର୍ ୱେବ୍ ସିରିଜ୍ “ଆଶ୍ରମ” ଫେମ୍ ତ୍ରିଧା ଚୌଧୂରୀ। ପ୍ରକାଶ ଝା ପ୍ରଡକ୍ସନର ଏହି ଭାରତୀୟ ଅପରାଧ ଡ୍ରାମା ଖୁବ୍ ପ୍ରଶଂସା ପାଇଛି।

ୱେବ୍ କୁଇନ୍ ତ୍ରୀଧାଙ୍କ ଅଭିନୀତ “ଆଶ୍ରମ”ରେ ଭେଟେରାନ୍ ଡାଇରେକ୍ଟର ପ୍ରକାଶ ଝା ବିପୁଳ ଖର୍ଚ୍ଚ କରିଛନ୍ତି। ଆଜି ସୁଦ୍ଧା “ଆଶ୍ରମ”, ୩ଶହ ମିଲିୟନ ଭିୟୋର୍ସ ପାଇଛି। ଏହି ସଫଳତାର ଶ୍ରେୟ ନେଇଛନ୍ତି ପୁରା ଟିମ୍। ଦୁଇ ପ୍ରମୁଖ ଚରିତ୍ର ବାବା ନିରାଲା ଓ ବବିତାଙ୍କ ସେକ୍ସୁଆଲ୍ କନେକ୍ସନ୍ ୱେବ୍ ସିରିଜ୍ “ଆଶ୍ରମ”କୁ ସୁପରହିଟ୍ କରିଛି।

ଢୋଙ୍ଗି ବାବା ନିରାଲା ମୋକ୍ଷ ରାସ୍ତାରେ ନେବାକୁ ପ୍ରତିଶ୍ରୁତି ଦେଇ ଶୀଷ୍ୟର ପତ୍ନୀ ସହ ଦୁଷ୍କର୍ମ କରୁଛି। ଶିଷ୍ୟାଙ୍କ ମାନସିକ ପୂରଣ ପାଇଁ ଆଶ୍ରିତ ରଖିବା ବାହାନାରେ ତା’ର ଇଜ୍ଜତ ଲୁଟୁଛି। ଏହି ଅପରାଧ ଭିତ୍ତିକ କାହାଣୀରେ ଅନ୍ଧଭକ୍ତଙ୍କ ସହ ଢୋଙ୍ଗି ବାବାର ସମ୍ପର୍କକୁ ନିଖୁଣ ଢଙ୍ଗରେ ପ୍ରଦର୍ଶନ କରାଯାଇଛି। ଦେଶରେ ଧର୍ମ ନାମରେ ଚାଲିଛି ଯୈାନ ଶୋଷଣ। ଆଶ୍ରମ ଏହାର ନିଚ୍ଛକ ଦୃଶ୍ୟ ଲୋକଲୋଚନକୁ ଆଣିଛି। ବବିତା ଭୂମିକାରେ ଆସିଥିବା ତ୍ରୀଧାଙ୍କ ଅଭିନୟ ଆଶ୍ରମକୁ ମାଇଲେଜ୍ ଦେଉଛି।

ତ୍ରୀଧା ଚୌଧୂରୀ ଏକ ବେଙ୍ଗଲୀ ଫିଲ୍ମରୁ କାମ ଆରମ୍ଭ କରି କ୍ୟାରିୟର ଗଢିଛନ୍ତି। ଇନ୍‌ଷ୍ଟା ଏକାଉଂଟରେ ତ୍ରୀଧାଙ୍କର କୋଟି କୋଟି ଫ୍ୟାନ୍‌, ଫଲୋର୍ସ। ୱେବ୍ ସିରିଜ୍ ପ୍ଲାଟଫର୍ମରେ ରେକର୍ଡ କରିଥିବା ତ୍ରୀଧାଙ୍କୁ ପ୍ୟାସନ୍ ଭିଷ୍ଟା ଗ୍ଲାମର ଆଣ୍ଡ୍ ଷ୍ଟାଇଲ୍ ଆୱାର୍ଡ ସହ ମୋଷ୍ଟ୍ ଷ୍ଟାଇଲିଜ୍ ଅପ୍‌କମିଂ ୱେବ୍ ସିରିଜ୍‌-୨୦୨୦ ଆୱାର୍ଡ ମିଳିଛି। ମାଇକ୍ରୋ ବାୟୋଲୋଜୀରେ ଡିଗ୍ରୀ ହାସଲ କରିଥିବା ତ୍ରୀଧା ଅଭିନୟ କରିନଥିଲେ ମାଇକ୍ରୋ ବାୟୋଲୋଜିଷ୍ଟ ହେବାକୁ ଲକ୍ଷ୍ୟ ରଖିଥିଲେ। ୫ ଫୁଟ ୪ ଇଂଚ ଉଚ୍ଚତା ସହ ୩୪/୨୫/୩୪ ଫିଗର ଓ ୫୦ କିଲୋ ଓଜନରେ ଖୁସି ଥିବା ତ୍ରୀଧାଙ୍କର ହଟ୍ ଏବଂ ସେକ୍ସି ଲିଷ୍ଟରେ ନାମ ଯୋଡି ହୋଇଛି। ସବୁଠୁ ଲୋକପ୍ରିୟତା ଦେଇଛି “ଆଶ୍ରମ”। 

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.